Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମୁଦ୍ର ମଝିରେ ବିସ୍ଫୋରଣ

National

ସମୁଦ୍ର ମଝିରେ ବିସ୍ଫୋରଣ

Jyoti Prakash Mallick
Browse all articles by Jyoti Prakash Mallick
·1 year ago
ସମୁଦ୍ର ମଝିରେ ବିସ୍ଫୋରଣ

Key Points

ଆସନ୍ତାକାଲି ମୁମ୍ବାଇରେ ପହଞ୍ଚିଥାନ୍ତା

ଗନ୍ତବ୍ୟସ୍ଥଳରେ ପହଞ୍ଚିବାର ଦିନକ ପୂର୍ବରୁ ହେଲା ବିସ୍ଫୋରଣ

ଉଦ୍ଧାର କାର୍ଯ୍ୟ ପାଇଁ ଯାଇଛି ଆଇଏନଏସ ସୁରଟ

କେରଳରେ ଏକ କଣ୍ଟେନର ଜାହାଜରେ ବିସ୍ଫୋରଣ। କେରଳ ଉପକୂଳ ସମୁଦ୍ର ଭିତରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ଚାରିଜଣ କ୍ରିଉ ମେମ୍ବର ଗୁରୁତର ହୋଇଥିବା ଜଣାପଡ଼ିଛି। ଭାରତୀୟ ନୌସେନା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ INS ସୁରଟକୁ ସେଠାକୁ ପଠାଇଛି। ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ।


ସେ କହିଛନ୍ତି ଆଜି ସକାଳେ କେରଳ ଉପକୂଳ ନିକଟରେ କଣ୍ଟେନର ଜାହାଜ MV ୱାନ୍ ହାଇ ୫୦୩ ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଜାହାଜର ଲମ୍ବ ୨୭୦ ମିଟର ହୋଇଥିବା ବେଳେ ଡ୍ରାଫ୍ଟ ୧୨.୫ ମିଟର ରହିଛି। ଜାହାଜଟି ଜୁନ୍ ୭ ତାରିଖରେ କଲମ୍ବୋରୁ ବାହାରି ମୁମ୍ବାଇ ଯାଉଥିଲା। ଆସନ୍ତକାଲି ଏହା ମୁମ୍ବାଇରେ ପହଞ୍ଚିଥାନ୍ତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Explosion on a container ship in Kerala | Argus News