Videos
|
National

ବଢ଼ିଲା ରପ୍ତାନି, କମିଲା ଆମଦାନି

Banajyotshna Ray
Browse all articles by Banajyotshna Ray
·2 years ago
ବଢ଼ିଲା ରପ୍ତାନି, କମିଲା ଆମଦାନି

ଅର୍ଗସ ବ୍ୟୁରୋ:  ବଢ଼ିଲା ରପ୍ତାନି, କମିଲା ଆମଦାନି । ଡିସେମ୍ବରରେ ଦେଶର ରପ୍ତାନି 38.45 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିବା ବେଳେ ଆମଦାନୀ 4.85 ପ୍ରତିଶତ ହ୍ରାସ ପାଇ 58.25 ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହା ଛଡ଼ା ଦେଶର ବାଣିଜ୍ୟ ନିଅଣ୍ଟ ଡିସେମ୍ବର 2023 ରେ 19.8 ବିଲିୟନ ଡ଼ଲାରକୁ ହ୍ରାସ ପାଇଛି, ଯାହା ଗତ ବର୍ଷ ଡିସେମ୍ବରରେ 23.14 ବିଲିୟନ ଡ଼ଲାର ଥିଲା। ଡିସେମ୍ବର 2023 ରେ ରତ୍ନ ଏବଂ ଅଳଙ୍କାର ରପ୍ତାନି 14.07 ପ୍ରତିଶତ ବୃଦ୍ଧି ପାଇଛି  ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Exports of the country increased to 38.45 billion dollars in December | Argus News