Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜନୈତିକ କ୍ୟାରିୟର ଆରମ୍ଭ କଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡୱାଲ

Banajyotshna Ray
Browse all articles by Banajyotshna Ray
·2 years ago
ରାଜନୈତିକ କ୍ୟାରିୟର ଆରମ୍ଭ କଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡୱାଲ

ଅର୍ଗସ ବ୍ୟୁରୋ: ରାଜନୈତିକ କ୍ୟାରିୟର ଆରମ୍ଭ କଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡୱାଲ । ସେ ପଦ୍ମ ଧରିଛନ୍ତି । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗ ଦେବା ପରେ ଅନୁରାଧା ପୋଡଓ୍ବାଲ କହିଛନ୍ତି, ମୁଁ ବହୁତ ଖୁସି ଅଛି ଯେଉଁ ସରକାର ସନାତନ ଧର୍ମକୁ ଏତେ ଅଧିକ ଗୁରୁତ୍ବ ଦେଉଛି, ମୋର ସୌଭାଗ୍ୟ ମୁଁ ସେହି ପାର୍ଟିରେ ସାମିଲ ହୋଇଛି । ଅନ୍ୟପଟେ ବିଜେପି ତାଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Famous singer Anuradha Paudwal started her political career | Argus News