Videos
|
National

ପଦ୍ମ ଧରିଲେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

Banajyotshna Ray
Browse all articles by Banajyotshna Ray
·2 years ago
ପଦ୍ମ ଧରିଲେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ଅର୍ଗସ ବ୍ୟୁରୋ:  ପଦ୍ମ ଧରିଲେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ପଦ୍ମ ଧରିଛନ୍ତି । ତେବେ ସେ ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ବିଜେପିରେ ଯୋଗଦେବା ପରେ ମନୀଷ କହିଛନ୍ତି ଯେ, ମୋ ମା ମୋତେ ଏଠାକୁ ଆଣିଛନ୍ତି। ବିଜେପି ସାଂସଦ ମନୋଜ ତିୱାରୀ ମୋତେ ଦିଲ୍ଲୀ ଆଣିଛନ୍ତି। ଏହି ଲୋକମାନଙ୍କ ଯୋଗୁଁ ହିଁ ମୁଁ ଜେଲରୁ ବାହାରି ପାରିଲି ଏବଂ ମୋ ଜୀବନର ଖରାପ ଦିନ ସମାପ୍ତ ହେଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Famous YouTuber Manish Kashyap Officially Joins BJP | Argus News