ଆନ୍ଦୋଳନକାରୀ ଓ ବିଜେପି କର୍ମୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲା କଲିକତା ପୋଲିସ
·1 year ago

ନୂଆଦିଲ୍ଲୀ: ପୁଣି କଲିକତା ପୋଲିସର ଵର୍ବରତା। ମାଡ଼ ମାରି ଅନେକ ଆନ୍ଦୋଳନକାରୀ ଓ ବିଜେପି କର୍ମୀ ଙ୍କୁ ମାଡ଼ ମାରି କରିଛି ଲହୁ ଲୁହାଣ। କଲିକତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଘଟଣା ରେ ଆଜି ବିଜେପି ଶାନ୍ତିପୂର୍ଣ ଭବାବାରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇ ଥିବା ବେଳେ କଲିକତା ପୋଲିସ ଆଜି ଵର୍ବରତା ର ସବୁ ସୀମା ପାର କରିଛି।
ଅନ୍ୟପଟେ ତୃଣମୂଳ କଂଗ୍ରସ ରେ ବିଭିନ୍ନ କର୍ମୀ ମାନେ ଘରେ ଭିତରୁ ଲୁଚି ବିଜେପି କର୍ମୀ ଙ୍କୁ ପଥର ମାଡ଼ କରିଥିବାର ମଧ୍ୟ ସୂଚନା ମିଳିଛି। ଅନ୍ୟପଟେ ବିଜେପିର ବରିଷ୍ଠ ନେତା ଓ ନେତ୍ରୀ ମାନେ ଏହି ଘଟଣା ତୀବ୍ର ନିନ୍ଦା କରିଥବା ବେଳେ ଆହତ ହୋଇଥିବା ଲୋକେ ଗୁରୁତର ଅବସ୍ଥା ରେ ହସ୍ପିଟାଲରେ ଭର୍ତ୍ତି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
