Videos
|
National

ପ୍ୟାରିସ୍ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ

Manini Pattanayak
Browse all articles by Manini Pattanayak
·2 years ago
ପ୍ୟାରିସ୍ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ

ନୂଆଦିଲ୍ଲୀ:  ମନୁ ଭାକରଙ୍କୁ ବ୍ରୋଞ୍ଜ ।  ପ୍ୟାରିସ୍ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ। ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲ ମୁକାବିଲାରେ ଭାରତକୁ ବ୍ରୋଞ୍ଜ ପଦକ। 10ମିଟର ଇଭେଣ୍ଟରେ ସୁଟର ମନୁ ଭାକରଙ୍କୁ ବ୍ରୋଞ୍ଜ ପଦକ । ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର। ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି।

ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
First medal for India in Paris Olympics | Argus News