ଧଳାଚାଦରରେ ଢାଙ୍କି ହୋଇଛି ବାବାଙ୍କ କେଦାରନଗରୀ
·1 year ago

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମରେ ବର୍ଷର ପ୍ରଥମ ବରଫପାତ । ଧଳାଚାଦରରେ ଢାଙ୍କି ହୋଇଛି ବାବାଙ୍କ କେଦାରନଗରୀ । ବରଫର ଦୃଶ୍ୟ ଖୁବ୍ ଆକର୍ଷଣୀୟ ଲାଗୁଛି । ଏହାସହ ଓ୍ବର୍ଲି, ଜୋଶିମଠ, ବଦ୍ରିନାଥ ସମେତ ଗଙ୍ଗୋତ୍ରୀ ଧାମରେ ମଧ୍ୟ ବରଫପାତର ଚିତ୍ର ସାମ୍ନାକୁ ଆସିଛି । ସେପଟେ ବରଫପାତ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଛି । ପ୍ରବଳ ବରଫପାତକୁ ଦୃଷ୍ଟିରେ ରଖି କେଦାରନାଥରେ ନିର୍ମାଣ କାମକୁ ବନ୍ଦ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: