Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ଯାତ୍ରୀ

National

ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ଯାତ୍ରୀ

Jyoti Prakash Mallick
Browse all articles by Jyoti Prakash Mallick
·10 months ago
ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ଯାତ୍ରୀ

Key Points

ଟ୍ରେନରେ ଥିଲା ପ୍ରବଳ ଭିଡ

ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଥିଲେ ଯାତ୍ରୀ 

୧୦ ରୁ ୧୨ ଜଣ ଯାତ୍ରୀ ଅଚାନକ ଖସିପଡ଼ିଲେ ଚଳନ୍ତା ଟ୍ରେନରୁ 

ମୁମ୍ବାଇ ଲୋକାଲ ଟ୍ରେନରେ ବଡ଼ ଦୁର୍ଘଟଣା। ଥାଣେର ମୁମ୍ବାଇ ରେଳ ଷ୍ଟେସନରେ CSMT ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଲୋକାଲ୍ ଟ୍ରେନରୁ କିଛି ଯାତ୍ରୀ ଅଚାଚନ ଟ୍ରାକକୁ ଖସି ପଡିଥିଲେ। ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଯାତ୍ରୀ ଗୁରୁତର ହୋଇଛନ୍ତି।


ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଟ୍ରେନରେ ଅତ୍ୟଧିକ ଭିଡ଼ ଥିବାରୁ ଠେଲାପେଲାରେ ଏମିତ ହୋଇଥିବା ଜଣାପଡ଼ିଛି। ଟ୍ରେନରେ ଏତେ ଭିଡ ଥିଲା ଯେ କିଛି ଲୋକ ଟ୍ରେନ ଦ୍ବାରରେ ଝୁଲି କରି ଯାଉଥିଲେ। ରେଲଓ୍ବେ ପ୍ରଶାସନ ଓ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଚଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Five passengers die after falling from moving train | Argus News