Videos
|
National

ଦେଶରେ ଫାଇଭ୍ ପ୍ରମିଜିଂ ଲାଣ୍ଡ, HR ସଂସ୍ଥାର ସର୍ଭେ ରିପୋର୍ଟ ଆଣିଛି ନୂଆ ତଥ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦେଶରେ ଫାଇଭ୍ ପ୍ରମିଜିଂ ଲାଣ୍ଡ,  HR ସଂସ୍ଥାର ସର୍ଭେ ରିପୋର୍ଟ ଆଣିଛି ନୂଆ ତଥ୍ୟ

ଅର୍ଗସ ବ୍ୟୁରୋ:  ରୋଜଗାର ଏବଂ ଚାକିରୀ ପାଇଁ ଏବେ ଦେଶରେ ଫାଇଭ୍ ପ୍ରମିଜିଂ ଲାଣ୍ଡ ।ଏବେ କେବଳ ଦେଶର ବଡ ମେଟ୍ରୋରେ  ରୋଜଗାର ମିଳୁଥିବାର କଥା ହେଲା ପୁରୁଣା। ଟିମ୍ ଲିଜ୍ ନାମକ ଏକ HR ସଂସ୍ଥାର ସର୍ଭେ ରିପୋର୍ଟ ଆଣିଛି ନୂଆ ତଥ୍ୟ। ଏହି ରିପୋର୍ଟ ଅନୁସାରେ, ରୋଜଗାର ସୃଷ୍ଟି କରିବାରେ ବେଙ୍ଗାଲୁରୁ 53.1% ରେ ଆଗୁଆ ଥିବାବେଳେ ମୁମ୍ବାଇ 50.2% ଏବଂ ହାଇଦ୍ରାବାଦ 48.2% ରେ ନିଯୁକ୍ତି ସୃଷ୍ଟି କରୁଥିବା ବେଳେ ଏବେ ୫ ଟି  ଟାୟାର ୨ ସହର  କୋଏମ୍ବାଟୁର 24.6% , ଗୁରୁଗାଓଁ ରେ 22.6%  ଏବଂ ଜୟପୁରରେ ସଂଖ୍ୟା 20.3%  ଚାକିରୀ ମିଳୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏହି 3 ଟି ସହର ସହିତ ଲକ୍ଷ୍ନୋଏବଂ ନାଗପୁର, ଯଥାକ୍ରମେ 18.5% ଏବଂ 16.7% ଚାକିରି ଅଭିବୃଦ୍ଧି ହାର ସହିତ ନିଯୁକ୍ତି ହବ୍ ଭାବରେ କ୍ରମାଗତ ଭାବରେ ସ୍ଥାନ ପାଇଛନ୍ତି  | ଏହି ଆକଳନ ଛୋଟ ସହରଗୁଡିକରେ  ଏହି ପରିବର୍ତ୍ତନ, ରୋଜଗାର ସୃଷ୍ଟି ଏକ ନୂଆ ରୂପ ଦେବା ଏବଂ ଶିଳ୍ପଗୁଡିକରେ ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ଆଞ୍ଚଳିକ ଅର୍ଥନୈତିକ  ବିକାଶର ଅଭିବୃଦ୍ଧିକୁ ଦର୍ଶାଉଛି |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Five promising lands in the country, HR firm survey report has brought new data | Argus News