Videos
|
National

ଉତ୍ତରପ୍ରଦେଶର ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପହାର 

Manini Pattanayak
Browse all articles by Manini Pattanayak
·1 year ago
ଉତ୍ତରପ୍ରଦେଶର ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପହାର 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପହାର । ଆସନ୍ତା ୧୦ ବର୍ଷରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରିବାକୁ ଯୋଜନା । ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀ ବିକାଶ ଅଭିଯାନରେ ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ ବ୍ୟାଙ୍କରୁ ଋଣ ମାଧ୍ୟମରେ  ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଯାହାଫଳରେ ପ୍ରତିବର୍ଷ ୧ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ ସ୍ଥାପିତ ହେବ। ଏହଭଳି ଆଗାମୀ ୧୦ ବର୍ଷରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରିବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର ।  କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଏହି ରୋଗଜାର ସୃଷ୍ଟି କରିବେ ଉତ୍ତରପ୍ରଦେଶ ସରକାର ।  ଏହି ଯୋଜନାରେ ସାଧାରଣ ବର୍ଗ ଛଡା, ଅନ୍ୟାନ ପଛୁଆବର୍ଗ, ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ଉଦ୍ୟୋଗ ସ୍ଥାପନ କରିବାକୁ ପ୍ରୋତ୍ସାହନ ଦେବେ ଯୋଗୀ ସରକାର। 
 ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
focusing on developing opportunities in govt private sectors for jobs adityanath | Argus News