Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତେବେ ଏହି ଟିପ୍ସ ଆପଣାନ୍ତୁ ...

Rashmita Mishra
Browse all articles by Rashmita Mishra
·2 years ago·1 min read
ତେବେ ଏହି ଟିପ୍ସ ଆପଣାନ୍ତୁ ...

ଅର୍ଗସ ବ୍ୟୁରୋ: ସମସ୍ତଙ୍କ ଘରେ ମଶା,ମାଛି, ଝିଟିପିଟି ରହିଥାନ୍ତି ।ଏମାନଙ୍କର ରହିବା ଦ୍ଵାରା ଘର ଅପରିଷ୍କାର ହୋଇଥାଏ । ତାହା ସହ ପିଲାମାନଙ୍କ ପ୍ରତି ମଧ୍ୟ ଅନେକ ବିପଦ ଥାଏ ।ମଶା,ମାଛି, ଝିଟିପିଟିଙ୍କର ରହିବାରେ ଆପଣ ବି ବିରକ୍ତି ହୋଇଯାଇଥିବେ । ଯଦି ସେମାନଙ୍କର ଆସିବା ବନ୍ଦ କରବାକୁ ଚାହୁଛନ୍ତି ତେବେ ଏହି ଟିପ୍ସ ଆପଣାନ୍ତୁ । ଏହି ଗୁଡିକ କରିବା ଦ୍ଵାରା ଘରରୁ କୋଷେ ଦୂରରେ ରହିବେ ସେମାନେ ।

ବହୁତ ଭଲ ବାସ୍ନା କରୁଥିବା ତେଲରେ ତୁଳା ଵୁଢାଇ କବାଟ କିମ୍ଵା ଝରକା ପାଖରେ ରଖିଦିଅନ୍ତୁ । ଏହିପରି କରିବା ଦ୍ଵାରା ମଶା,ମାଛି ଘରରୁ ଦୂରରେ ରହିବେ 

ଯେଉଁ ଜାଗାରେ ଅଧିକ ମାଛି ହୋଉଥିବେ ସେହି ଜାଗାରେ ଡାଲଚିନି ରଖିଦିଅନ୍ତୁ । ଡାଲଚିନି ରଖିବା ଦ୍ଵାରା ତା ଆଖ ପାଖରେ ମଶା,ମାଛି କିଛି ରହିବେନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଝିଟିପିଟିକୁ ଘରରୁ ଦୂରେଇବା ପାଇଁ ମୟୂର ପୁଛର ବ୍ୟବହାର କରନ୍ତୁ । ଏହାକୁ ଘରର କାନ୍ଥରେ ଲଗିଇଲେ ଝିଟିପିଟି ଆସିବେନି । 

ଅଣ୍ଡାର ଚୋପାକୁ କାନ୍ଥ ପାଖରେ ରଖିଲେବି ଝିଟିପିଟି କମ ହୋଇଥାଏ । ଖାଲିସେତିକି ନୁହେଁ ର୍କପୂର ଧୁଆଁକୁ ଦେବା ଦ୍ଵାରା ମଶା,ମାଛି କମ ହୋଇଥାଏ । 

Sponsored
follow-these-tips-to-get-rid-of-flies-and-lizards-at-home | Argus News