Videos
|
National

କେଉଁ ଚାଷ ପାଇଁ ବ୍ୟବହାର ହୁଏ ହେଲିକପ୍ଟର?

Arpita Mohanty
Browse all articles by Arpita Mohanty
·2 years ago
କେଉଁ ଚାଷ ପାଇଁ ବ୍ୟବହାର ହୁଏ ହେଲିକପ୍ଟର?

ଅର୍ଗସ ବ୍ୟୁରୋ: ହେଲିକେପ୍ଟରର ବ୍ୟବହାର ହେଉଛି ଚାଷ କାମରେ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । ଏମିତି ଏକ ଫଳ ଅଛି ଯାହାକୁ ଶୁଖାଇବା ପାଇଁ ହେଲିକେପ୍ଟର ବ୍ୟବହାର କରିବାକୁ ପଡ଼େ ।

ହଁ... ଚେରି ତ ଆପଣ ନିଶ୍ଚୟ ଖାଇଥିବେ । ଦେଖିବାକୁ ଲାଲ ରଙ୍ଗର ଏକ କୋଳି ସଦୃଶ । କେକ୍ ବ୍ରେଡ଼ ଇତ୍ୟାଦିରେ ଚେରିର ବ୍ୟବହାର କରାଯାଇଥାଏ। ଚେରି ପାଟିକୁ ଯେତିକି ସୁଆଦିଆ ଲାଗେ ତିଆରି କରିବା ସେତିକି କଷ୍ଟ। କାରଣ ଚେରି ଚାଷ ବହୁତ କମ ପାଣିରେ ହୋଇଥାଏ। ତେଣୁ ବର୍ଷା ହେଲେ ଚେରିରେ ପାଣି ଜମି ସବୁ ନଷ୍ଟ ହୋଇଯାଏ। ସେଥିପାଇଁ ଚାଷୀ ତାକୁ ଜଲ୍ଦି ଶୁଖାଇବାର ବ୍ୟବସ୍ଥା କରିଥାଏ। ବର୍ଷା କମିବା ମାତ୍ରେ ହେଲିକେପ୍ଟର ଲଗାଇ ଚେରିକୁ ଶୁଖାଇବାକୁ ପଡ଼େ। ଏହାଦ୍ବାରା ବିଲରେ ଜମିଥିବା ପାଣି ବୋହିଯିବା ସହିତ ଗଛ ମଧ୍ୟ ଶୁଖିଯାଇଥାଏ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Helicopter is being used in farming | Argus News