Videos
|
National

ଡିସେମ୍ବର ୯ରେ ବାଂଲାଦେଶ ଗସ୍ତରେ ଯିବେ ବିକ୍ରମ ମିସ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago
ଡିସେମ୍ବର ୯ରେ ବାଂଲାଦେଶ ଗସ୍ତରେ ଯିବେ ବିକ୍ରମ ମିସ୍ରୀ

ଅର୍ଗସ ବ୍ୟୁରୋ:  ଡିସେମ୍ବର ୯ରେ ଭାରତ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ବାଂଲାଦେଶ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ମିସ୍ରୀ ବାଂଲାଦେଶ ସହ ବୈଦେଶିକ କାର୍ଯ୍ୟାଳୟର ପରାମର୍ଶର ନେତୃତ୍ୱ ନେବେ ଏବଂ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ। ବୈଦେଶିକ ସଚିବ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଅଧୀକାରୀମାନଙ୍କୁ ସାକ୍ଷାତ କରିବା ସହ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ବୈଦେଶିକ ସଚିବଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଗଠନମୂଳକ ସମ୍ପର୍କ ଭଲ ହୋଇପାରିବ ତାକୁ ନଜରରେ ରଖାଯାଇଛି । ସେପଟେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ସଚିବ ସଫିକୁଲ ଆଲାମ୍ କହିଛନ୍ତି ,ଆମେ ଏହାକୁ ଅପେକ୍ଷା କରିଛୁ ଯେ ଦୁଇ ଦେଶର ବୈଦେଶିକ ସଚିବମାନେ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Foreign Secretary Vikram Misri to land in Dhaka on December 9 as tensions mount | Argus News