Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗିରଫ ହେଲେ ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

National

ଗିରଫ ହେଲେ ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

Manini Pattanayak
Browse all articles by Manini Pattanayak
·1 year ago
ଗିରଫ ହେଲେ ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

ନୂଆଦିଲ୍ଲୀ: ଗିରଫ ହେଲେ ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ। ଏକ ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ କଲା ସିବିଆଇ।  ଗତ ସପ୍ତାହରେ ଶହେ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା ସିବିଆଇ। କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିବାଦକୁ ଆସିଥିଲେ ।

  ଦୁଷ୍କର୍ମ  ଓ ହତ୍ୟା ମାମଲାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଥିଲା । ଗତ 10 ଦିନ ମଧ୍ୟରେ ସନ୍ଦୀପଙ୍କୁ ଶହେ ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ଗତ ଶନିବାର ଆର୍ଥକ ଅନିୟମିତତା ମାମଲାରେ ସିବିଆଇ ମାମଲା ରୁଜୁ କରିଥିଲା ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Chairman of RG Kar Medical Center Sandeep Ghosh was arrested | Argus News