Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·12 months ago
 ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ଗିରଫ

Key Points

ଜନ୍ମଦିନରେ ବାନ୍ଧିଲା ଇଡି
ମଦ ଦୁର୍ନୀତି ମାମଲା
ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ଗିରଫ
ମଦ ଦୁର୍ନୀତି ମାମଲାରେ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଜନ୍ମଦିନରେ ବାନ୍ଧିଲା ଇଡି । ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭିଲାଇ ସ୍ଥିତ ବାସଭବନରୁ ଗିରଫ କରିଛି ଇଡି । ମାମଲାରେ ଚୈତନ୍ୟଙ୍କ ବିରୋଧରେ ପ୍ରମାଣ ମିଳିବା ପରେ PMLA ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।


ଚୈତନ୍ୟଙ୍କ ଗିରଫ ସହ CRPF ସୁରକ୍ଷା ବଳୟରେ ବାସଭବନରେ ତଲାସୀ ଜାରି ରହିଛି । ଚୈତନ୍ୟଙ୍କୁ ଗିରଫ କରିବା ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Chhattisgarh CM Bhupesh Baghel's son Chaitanya arrested | Argus News