Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପଞ୍ଚଭୂତରେ ବିଲୀନ ହେଲା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର

Smruti Parija
Browse all articles by Smruti Parija
·1 year ago·1 min read
ପଞ୍ଚଭୂତରେ ବିଲୀନ ହେଲା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର

Key Points

ପଞ୍ଚଭୂତରେ ବିଲୀନ ହେଲା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଗମବୋଧ ଘାଟରେ ହେଲା ଅନ୍ତିମ ସଂସ୍କାର ।

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଗମବୋଧ ଘାଟରେ ହେଲା ଅନ୍ତିମ ସଂସ୍କାର । ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ନେତୃବୃନ୍ଦ । ଭୁଟାନ ରାଜା ବି ତାଙ୍କ ଶେଷ ଦର୍ଶନ କରିଛନ୍ତି । ୩ ସେନା ପକ୍ଷରୁ ଦିଆଯାଇଛି ତୋପ ସଲାମୀ । କଂଗ୍ରେସର ଅସରଦାର ସର୍ଦ୍ଦାରଙ୍କୁ ଭାବବିହ୍ବଳ ବିଦାୟ ଦିଆଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନରୁ କଂଗ୍ରେସ ଭବନ, କଂଗ୍ରେସ ଭବନରୁ ନିଗମବୋଧ ଘାଟ ଯାଏ ସମର୍ଥକ ଓ ଶୁଭେଚ୍ଛୁ ସୁଅ ଲାଗିଥିଲା । ବିଦ୍ବାନ ଅର୍ଥଶାସ୍ତ୍ରୀ ଓ ରିଫର୍ମ ପ୍ରତି ସମର୍ପିତ ଏ ନେତାଙ୍କୁ ଦେଖିବାକୁ କାହିଁ କେଉଁ ଆଡୁ ଆସିଥିଲେ ନେତା ଓ କର୍ମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
former-pm-cremated-with-full-state-honours-after-leaders-family-paid-last-respects | Argus News