Videos
|
National

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମତଦାନ ଅଧିକାର ସାବ୍ୟସ୍ତ କଲେ

Ritu Das
Browse all articles by Ritu Das
·2 years ago
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମତଦାନ ଅଧିକାର ସାବ୍ୟସ୍ତ କଲେ

ଅର୍ଗସ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତେଲେଙ୍ଗାନାର ହାଇଦ୍ରାବାଦରେ ନିଜର ଭୋଟ୍ ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲ, ବୁଥ୍ ନମ୍ବର ୧୫୦ରେ ଭୋଟ୍ ଦେବାକୁ ଯାଇଥିଲେ। 

 

ଏହା ପରେ ଦୁହେଁ ମତଦାନ ହୋର୍ଡିଂ ନିକଟରେ ଠିଆ ହୋଇଥିଲେ ଏବଂ ଆଙ୍ଗୁଠିରେ ଇଙ୍କ୍ ଦେଖାଇ ଫଟୋ କ୍ଲିକ୍ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

N/A | Argus News