Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତିରୁପତି ମନ୍ଦିରରେ ଦଳାଚକଟାରେ ୪ ମୃତ

Rashmita Mishra
Browse all articles by Rashmita Mishra
·1 year ago
ତିରୁପତି ମନ୍ଦିରରେ ଦଳାଚକଟାରେ ୪ ମୃତ

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟାରେ ୪ ମୃତ । ମନ୍ଦିରର ବୈକୁଣ୍ଠ ଦ୍ବାରା ନିକଟରେ ଟୋକେନ ନେବା ସମୟରେ ଦଳାଚକଟା । ଟୋକେନ ନେବାକୁ ଲାଇନରେ ଥିଲେ ୪ ହଜାର ଲୋକେ । ଘଟଣାରେ ବହୁ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ।


ତିରୁପତି ମନ୍ଦିରରେ ଦଳାଚକଟା, ୪ ମୃତ। ମନ୍ଦିରର ବୈକୁଣ୍ଠ ଦ୍ବାରା ନିକଟରେ ଦଳାଚକଟା । ଟୋକେନ ନେବା ସମୟରେ ଦଳାଚକଟା ହୋଇଛି । ଟୋକେନ ନେବାକୁ ଲାଇନରେ ୪ ହଜାର ଲୋକେ ଥିଲେ । ଘଟଣାରେ ବହୁ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ ହୋଇଥିବା ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-killed-in-stampede-at-tirupati-temple | Argus News