|
logo
Live

Argus News - କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ !

National

କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ !

Manini Pattanayak
Browse all articles by Manini Pattanayak
·1 year ago·1 min read
କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ !

 ନୂଆଦିଲ୍ଲୀ: କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ।  ନହେଲେ ସର୍ବଦା ଦୁଃଖି ରହିବା ସହିତ କାଙ୍ଗାଳ ହୋଇଯିବେ । ଗରୁଡ ପୁରାଣ ଅନୁସାରେ  ଯେକୌଣସି ବି ବ୍ୟକ୍ତି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରିବା କଥା ନୁହେଁ। ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି କିଛି ଅପରାଧ କରିଛି ଅଥବା  ଅପରାଧି ଭାବେ ସାବ୍ୟସ୍ତ ହୋଇସାରିଛି ସେହି ବ୍ୟକ୍ତିଙ୍କ ଘରେ ଖଦ୍ୟ ଗ୍ରହଣ କରିବା ଉଚିତ୍‌ ନୁହେଁ।  ଗରୁଡ ପୁରାଣ ଅନୁସାରେ  ଅଭିଯୁକ୍ତଙ୍କ  ଘରେ  ଭୋଜନ କଲେ ନକରାତ୍ମକ ପ୍ରଭାବ ପଡିଥାଏ।

 ଯଦି କୌଣସି ବ୍ୟକ୍ତି ଏପରି କରନ୍ତି ତାଙ୍କୁ ପାପ ଲାଗିଥାଏ ଏବଂ ଜୀବନରେ ଅନେକ ପ୍ରକାର ସମସ୍ୟା  ଆସିଥାଏ।  ଗରୁଡ ପୁରାଣରେ ଆହୁରି ମଧ୍ୟ କୁହାଯାଇଛି ଯେ,  ମଣିଷଙ୍କୁ କେବେ ବି  ଏପରି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଉଚିତ୍‌ ନୁହେଁ ଯେଉଁମାନେ  ଇଶ୍ୱରଙ୍କୁ ନିନ୍ଦା କରିଥାନ୍ତି।  ଇଶ୍ୱରଙ୍କୁ ନିନ୍ଦା କରୁଥିବା ବ୍ୟକ୍ତି  ଭଲ ବ୍ୟକ୍ତି ନଥାନ୍ତି। ଏପରି ଲୋକଙ୍କ ସହ ସମ୍ପର୍କ   ଯୋଡିବା ଉଚିତ୍‌ ନୁହେଁ।   ଇଶ୍ୱର ନିନ୍ଦା, ଅଧାର୍ମିକ  ଆଚରଣ କରୁଥିବା ବ୍ୟକ୍ତିଙ୍କ ଘରେ ଭୋଜନ କଲେ ଆପଣଙ୍କୁ ମହଙ୍ଗା ପଡିପାରେ।  

ଅଧିକ ପଢନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ ! | Argus News