ଏହି ଝିଅମାନେ ଖୋଲିଦେଇଥାନ୍ତି ସ୍ୱାମୀର ଭାଗ୍ୟ

ନୂଆଦିଲ୍ଲୀ: ବିବାହ ପରେ କୁହାଯାଏ ସ୍ୱାମୀର ଭାଗ୍ୟ ବଦଳାଇଦେଇଥାନ୍ତି ସ୍ତ୍ରୀ। କାରଣ ବିବାହ ପରେ ଆପଣଙ୍କ ଭାଗ୍ୟର କନେକ୍ସନ ଆପଣଙ୍କ ପାର୍ଟନରଙ୍କ ସହ ଜଡିତ ହୋଇଯାଇଥାଏ। ତେବେ ଜାଣନ୍ତୁ କେଉଁ ଅକ୍ଷରର ଝିଅ ମାନେ ବିବାହ ପରେ ସ୍ୱମୀର ଭାଗ୍ୟ ଚମକାଇ ଦେଇଥାନ୍ତି। ଏହି ଅକ୍ଷରର ଝିଅ ମାନେ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟବାନ ପ୍ରମାଣିତ ହୋଇଥାନ୍ତି। ଆପଣଙ୍କ ଜନ୍ମତିଥି, ଆପଣଙ୍କ କୁଣ୍ଡଳୀ ଆପଣଙ୍କ ବିଷୟ ବହୁତ କିଛି କହିଥାଏ। କିନ୍ତୁ ଆପଣଙ୍କ ନାମର ପ୍ରଥମ ଅକ୍ଷର ମଧ୍ୟ କହିଥାଏ ଯେ ଆପଣ ଭାଗ୍ୟରୁ କେତେ ଧନି। ଆଜି ଆପଣଙ୍କୁ ସେହି ନାମର ଅକ୍ଷର ବିଷୟରେ କହିବୁ ଯାହା ସ୍ୱାମୀର ଭାଗ୍ୟ ଚମକାଇବାରେ ଦମ ରଖିଥାଏ। ଏହି ଝିଅମାନଙ୍କ ଭାଗ୍ୟ ଧନି ହୋଇଥାଏ।
କିପରି ହୋଇଥାନ୍ତି କ' ଅକ୍ଷରର ଝିଅ ମାନେ..
ଜ୍ୟୋତିସ ଶାସ୍ତ୍ର ଅନୁସାରେ ଯେଉଁ ଝିଅଙ୍କ ନାମ କ' ଲେଟରରୁ ଆରମ୍ଭ ହୋଇଥାଏ । ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାାନ୍ତି। ଏପରି ଝିଅ ସମାଜ କଲ୍ୟାଣ କରିବା ପାଇଁ ଅଗ୍ରସର ହୋଇଥାନ୍ତି। ଏମାନଙ୍କ ମୃଦୁ ସ୍ୱଭାବ ଦ୍ୱାରା କୌଣସି ବ୍ୟକ୍ତିଙ୍କ ହୃଦୟ ଜିତି ପାରିଥାନ୍ତି। ଏହି ଝିଅଙ୍କୁ ଯିଏ ବିବାହ କରେ ତାର ଭାଗ୍ୟ ବିବାହ ପରେ ଚମକିଥାଏ।
କିପରି ହୋଇଥାନ୍ତି ପି' ଅକ୍ଷରର ଝିଅ ମାନେ..
📱 Get Argus News App
✨ପି' ଲେଟର ବା ଫା' ଲେଟରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ସରଳ ସ୍ୱଭାବର ହୋଇଥାନ୍ତି। କଥାବାର୍ତ୍ତାର ଖାସ୍ ଅନ୍ଦାଜରେ ସମସ୍ତଙ୍କୁ ମୋହିତ କରିଦେଇଥାନ୍ତି। ଏପରି ଝିଅ ଉଚ୍ଚକୋଟିର ଭାଗ୍ୟ ପାଇଥାନ୍ତି। ଏପରି ଝିଅମାନେ ନିଜ ଜୀବନସାଥିର ଭାଗ୍ୟ ଚମକାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି। ରାଜନୀତିରୁ ନେଇ କର୍ପୋରେଟ ଜଗତରେ ଏମାନେ ବେଶ୍ ନା କମାଇଥାନ୍ତି।
କିପରି ହୋଇଥାନ୍ତି ଡି' ଅକ୍ଷରର ଝିଅ ମାନେ..
ଯେଉଁ ଝିଅମାନଙ୍କ ନାମ ଡି' ଲେଟରରୁ ଆରମ୍ଭ ହୋଇଥାଏ ତାଙ୍କ ଭାଗ୍ୟ ବହୁତ ଭଲ ମନେ କରାଯାଇଥାଏ। ଏପରି ଝିଅ ସମସ୍ତ କାର୍ଯ୍ୟରେ ସଫଳତା ପାଇଥାନ୍ତି। ଥରେ ଯେଉଁ କାମକୁ କରିବାକୁ ସ୍ଥିର କରିନେଇଥାନ୍ତି ତାକୁ କରିକି ଛାଡିଥାନ୍ତି । ଏପରି ଝିଅ ନିଜ ଭାଗ୍ୟ ବଦଳାଇବା ସହ ସ୍ୱାମୀର ଭାଗ୍ୟ ମଧ୍ୟ ଚମକାଇଦେଥାନ୍ତି।
କିପରି ହୋଇଥାନ୍ତି ଅ' ଅକ୍ଷରର ଝିଅ ମାନେ..
ଯ୍ୟୋତିସ ଶାସ୍ତ୍ର ଅନୁସାରେ ଯେଉଁ ଝିଅଙ୍କ ନାମ ଅ' ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ତାର ଜୀବନସାଥୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏପରି କୁହାଯାଇଥାଏ ଯେ, ବିବାହ ପରେ ନିଜ ସ୍ୱାମୀର ଭାଗ୍ୟରେ ଚାର ଚାନ୍ଦ ଲଗାଇଦେଇଥାନ୍ତି।
ଅଧିକ ପଢନ୍ତୁ ଭାରତ ଖବର