Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଲକାତାରେ ୮ହଜାର ଗଛରେ ଦେବୀ ଦୁର୍ଗାଙ୍କ ପ୍ରତିମା,ବାଣ୍ଟୁଛି ପରିବେଶ ବାର୍ତ୍ତା

National

କୋଲକାତାରେ ୮ହଜାର ଗଛରେ ଦେବୀ ଦୁର୍ଗାଙ୍କ ପ୍ରତିମା,ବାଣ୍ଟୁଛି ପରିବେଶ ବାର୍ତ୍ତା

Sangram Tripathy
Browse all articles by Sangram Tripathy
·1 year ago
କୋଲକାତାରେ ୮ହଜାର ଗଛରେ ଦେବୀ ଦୁର୍ଗାଙ୍କ ପ୍ରତିମା,ବାଣ୍ଟୁଛି ପରିବେଶ ବାର୍ତ୍ତା

ଅର୍ଗସ ବ୍ୟୁରୋ:ମାଆଙ୍କ ଆଗମନରେ ସବୁଠି ଉତ୍ସାହ।ଦଶଭୂଜାଙ୍କ ଆରାଧନାରେ ନିମଗ୍ନ ଭାରତ ବର୍ଷ। ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ବିଭିନ୍ନ ଶକ୍ତିପୀଠ,ଏଥିପାଇଁ ବିଭିନ୍ନ ମଣ୍ଡପ ମଧ୍ୟ ସଜେଇ ହୋଇଛି,କିନ୍ତୁ କୋଲକାତା ଲାଲବାଗନ ଦୁର୍ଗାପୂଜା ପେଣ୍ଡାଲ ଟିକିଏ ଭିନ୍ନ ରହିଛି ଅର୍ଥାତ ଏହି ପେଣ୍ଡାଲ ପରିବେଶ ସର୍ମ୍ପକିତ ବାର୍ତ୍ତା ଦେଉଛି ସମାଜକୁ। ୮ ହଜାର ଗଛରେ ନିର୍ମାଣ ହୋଇଛି ଦେବୀ ଦୁର୍ଗାଙ୍କ ପ୍ରତିମା। ଗଛ କାଟିବା ଦ୍ବାରା ପରିବେଶ ଉପରେ ପଡୁଥିବା ପ୍ରଭାବର ବାର୍ତ୍ତା ଦେଉଛି ଏହି ପୂଜା ମଣ୍ଡପ,ପଳରେ ସଭିଏଁ ସଚେତନ ମଧ୍ୟ ହେଉଛନ୍ତି। କେବଳ ସେତିକି ନୁହେଁ ପୂଜା ମଣ୍ଡପରେ ସତିଦାହ ପ୍ରଥାର ଝଲକ ମଧ୍ୟ ଦେଖିବାକୁ ମିଳିଛି


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Goddess Durga idols on 8000 trees in Kolkata, spreading environmental message | Argus News