Gold Price Today / ସବୁ ରେକର୍ଡ ଭାଙ୍ଗିଲା ସୁନା ଦର: ସର୍ବକାଳୀନ ସ୍ତରରେ ପହଞ୍ଚିଲା ଦର
·7 months ago·2 min read

Key Points
ଗୋଟିଏ ଦିନରେ ଏକାଥରେକେ ୨୪ କ୍ୟାରେଟ୍ ସୁନା ୧୧ ହଜାର ୭୭୦ ଟଙ୍କା ବଢ଼ିଲା । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି।
ସୁନା କିଣିବାକୁ ଡର ଲାଗୁଛି। ସୁନା ଏବେ ସବୁ ରେକର୍ଡ ଭାଙ୍ଗିଛି। ମଧ୍ୟବିତ୍ତ ଏବଂ ଗରିବଙ୍କ ଅଣ୍ଟାା ଭାଙ୍ଗି ଦେଇଛି ସୁନା ଦର। ଜାନୁଆରୀ 2026ରେ, ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ଶୀର୍ଷରେ ପହଞ୍ଚିଛି। ପ୍ରାୟ 20 ପ୍ରତିଶତ ବୃଦ୍ଧି ଜାରି ରଖିଛି।
ଗୋଟିଏ ଦିନରେ ଏକାଥରେକେ ୨୪ କ୍ୟାରେଟ୍ ସୁନା ୧୧ ହଜାର ୭୭୦ ଟଙ୍କା ବଢ଼ିଲା । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଲା । ୧୦ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା ଦାମ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି କେଜି ପିଛା ୪.୨୫ ଲକ୍ଷକୁ ଅତିକ୍ରମ କରିଛି।
ଗୁଡ୍ ରିଟର୍ଣ୍ଣସର ରିପୋର୍ଟ ଅନୁସାରେ, ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୧୧୭୭ ଟଙ୍କା ବୃଦ୍ଧି ପାଇ ୧୭,୮୮୫ ରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୧୦୮୦ ଟଙ୍କା ବଢ଼ି ୧୬,୩୯୫ ରହିଥିବା ବେଳେ, ୧୮ କ୍ୟାରେଟ ସୁନା ୮୮୩ ବୃଦ୍ଧି ପାଇ ୧୩,୪୧୪ ରେ ବିକ୍ରି ହେଉଛି।
24-କ୍ୟାରେଟ୍ ସୁନା, ଯାହା ଏହାର ଶୁଦ୍ଧତା ଏବଂ ଉଚ୍ଚ ମୂଲ୍ୟ ପାଇଁ ଜଣାଶୁଣା, ମୁଖ୍ୟତଃ ନିବେଶ ଉଦ୍ଦେଶ୍ୟରେ କିଣାଯାଏ, ଯେତେବେଳେ 22-କ୍ୟାରେଟ୍ ଏବଂ 18-କ୍ୟାରେଟ୍ ସୁନା ମୁଖ୍ୟତଃ ଅଳଙ୍କାର ତିଆରିରେ ବ୍ୟବହୃତ ହୁଏ।
୨୪ କ୍ୟାରେଟ ସୁନାର ୧୦ ଗ୍ରାମ ଦାମ ଗୋଟିଏ ଦିନରେ ୧୧,୭୭୦ ବଢ଼ି ରେକର୍ଡ ୧,୭୮,୮୫୦କୁ ପହଞ୍ଚିଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ ୧,୬୭,୦୮୦ ଥିଲା। ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୦,୮୦୦ ଟଙ୍କା ବୃଦ୍ଧି ପାଇ ଆଜି ୧,୬୩,୯୫୦ ଛୁଇଁଛି। ପୂର୍ବରୁ କେବେ ବି ସୁନାର ଦାମ ଏତେ ଉଚ୍ଚ ସ୍ତରକୁ ଯାଇନଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ସୁନା ଦାମ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ଅନ୍ୟପକ୍ଷରେ ରୁପା ଦାମ (Silver Price) ମଧ୍ୟ ଐତିହାସିକ ରେକର୍ଡ ଭାଙ୍ଗିଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚି ରୂପା ଗୋଟିଏ ଦିନରେ କେଜି ପିଛା ୨୫,୦୦୦ ବୃଦ୍ଧି ପାଇଛି । ଆଜି ୪,୨୫,୦୦୦କୁ ଛୁଇଁଛି ରୂପା ।
ଗତକାଲି ଭୁବନେଶ୍ୱରରେ ରୁପା ଦାମ ୪ ଲକ୍ଷ ଥିଲା। ଜାନୁଆରୀ ୨୭ ଠାରୁ ଲଗାତାର ଭାବେ ରୁପା ଦାମ ବଢ଼ୁଥିବା ଦେଖାଯାଇଛି। ସୋମବାର ୧୦,୦୦୦, ମଙ୍ଗଳବାର ୧୨,୦୦୦, ବୁଧବାର ୧୩,୦୦୦ ବୃଦ୍ଧି ପାଇଥିବା ବେଳେ, ଗୁରୁବାର ଏହା ସବୁଠୁ ବଡ଼ ଜମ୍ପ ମାରିଛି । ଏକାଥରେ ୨୫,୦୦୦ ବଢିଛି ରୂପା ।
ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।

Related Topics
Explore more stories