ସୁନା ଦରରେ ଲାଗିଲା ବ୍ରେକ: ଗଣେଶ ପୂଜା ପୂର୍ବରୁ ଶସ୍ତା ହେଲା ସୁନା

Key Points
ସବୁଠି ଖୁସିର ମାହୋଲ ବପ୍ପାଙ୍କ ଆଗମନ ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇଛି। ଏହା ମଧ୍ୟରେ ସୁନା ପ୍ରେମୀଙ୍କ ପାଇଁ ପାଇଁ ଖୁସି ଖବର ଆସିଛି। ଭାରତୀୟ ବଜାରରେ ସୁନା ଦର ଶସ୍ତା ହୋଇଛି। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି।
ସବୁଠି ଖୁସିର ମାହୋଲ ବପ୍ପାଙ୍କ ଆଗମନ ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇଛି। ଏହା ମଧ୍ୟରେ ସୁନା ପ୍ରେମୀଙ୍କ ପାଇଁ ପାଇଁ ଖୁସି ଖବର ଆସିଛି। ଭାରତୀୟ ବଜାରରେ ସୁନା ଦର ଶସ୍ତା ହୋଇଛି। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ। କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ। ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର। ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୩,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୧ ହଜାର ୧୫୦ ଟଙ୍କା ରହିଛି । ଗତକାଲି ଅର୍ଥାତ ସୋମବାର ଅପେକ୍ଷା ମଙ୍ଗଳବାର ଦର ସାମାନ୍ୟ କମିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦଶ ଗ୍ରାମ ପ୍ରତି ୯୩,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୧ ହଜାର ୧୫୦୦ ଟଙ୍କା ରହିଛି। ଭୁବନେଶ୍ୱରରେ ଗତକାଲି ଅପେକ୍ଷା ଆଜି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୩,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୧ ହଜାର ୧୫୦ ଟଙ୍କା ରହିଛି ।
📱 Get Argus News App
✨ରାଜଧାନୀ ଦିଲ୍ଲୀରେ ସୁନା ଦର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୩,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୧ ହଜାର ୧୫୦ ଟଙ୍କା ରହିଛି । ବେଙ୍ଗାଲୁରୁରେ ମଧ୍ୟ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୩,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୧ ହଜାର ୧୫୦ ଟଙ୍କା ରହିଛି । ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୨୧ ହଜାର ୧୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୩୧ ହଜାର ୧୦୦ ଟଙ୍କା ରହିଛି।