ମହାକାଶକୁ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ନାଗରିକ ହେବେ ଗୋପୀଚାନ୍ଦ
·2 years ago

ଅର୍ଗସ ବ୍ୟୁରୋ: ମହାକାଶକୁ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ନାଗରିକ ହେବେ ଗୋପୀଚାନ୍ଦ ଥୋଟାକୁରା। ସେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍ କମ୍ପାନୀ ବ୍ଲୁ ଅରିଜିନର ନ୍ୟୁ ଶେଫର୍ଡ NS-25 ମିଶନ୍ ସହିତ ମହାକାଶକୁ ଯାତ୍ରା କରିବେ । ବହୁ ଶୀଘ୍ର ଯାତ୍ରା ତାରିଖ ଘୋଷଣା କରାଯିବ। , ପୂର୍ବତନ ଭାରତୀୟ ବାୟୁସେନା ପାଇଲଟ, ୱିଙ୍ଗ କମାଣ୍ଡର ରାକେଶ ଶର୍ମା1984 ମସିହାରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ନାଗରିକ ଥିଲେ। ତେବେ ଗୋପୀଚାନ୍ଦ ଥୋଟାକୁରାଙ୍କର କୌଣସି ମହାକାଶ ଭିତ୍ତିକ ଅନୁଭବ ନଥିବା ସତ୍ତ୍ୱେ ତାଙ୍କୁ ଏହି ମିଶନ ପାଇଁ ଚୟନ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: