Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୀବନ ରକ୍ଷକ ଔଷଧମାନଙ୍କୁ ଅଧିକ ଶସ୍ତା କରିବା ଦିଗରେ ସରକାରଙ୍କର ବଡ ପଦକ୍ଷେପ

Banajyotshna Ray
Browse all articles by Banajyotshna Ray
·1 year ago
ଜୀବନ ରକ୍ଷକ ଔଷଧମାନଙ୍କୁ ଅଧିକ ଶସ୍ତା କରିବା ଦିଗରେ ସରକାରଙ୍କର ବଡ ପଦକ୍ଷେପ

ଅର୍ଗସ ବ୍ୟୁରୋ:  କମ୍ ହେଲା କ୍ୟାନ୍ସର ଔଷଧ ଦାମ୍ । ଜୀବନ ରକ୍ଷକ ଔଷଧମାନଙ୍କୁ ଅଧିକ ଶସ୍ତା କରିବା ଦିଗରେ ସରକାରଙ୍କର ବଡ ପଦକ୍ଷେପ । ଭାରତ ସରକାର ତିନିଟି ପ୍ରମୁଖ କ୍ୟାନ୍ସର ଔଷଧର MRP କମେଇବାକୁ ଔଷଧ ନିର୍ମାତାମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଔଷଧମାନଙ୍କୁ କଷ୍ଟମ୍ ଶୁଲ୍କରୁ ମୁକ୍ତ କରିବା ଏବଂ ଜିଏସଟି ହାରକୁ ୧୨% ରୁ  ୫% କରାଯାଇଛି। ୨୦୨୪-୨୫  ବଜେଟର  ଏହାର ଘୋଷଣା ହୋଇଥିଲା ।ନ୍ୟାସନାଲ୍ ଫାର୍ମାସିଉଟିକାଲ୍ ପ୍ରାଇସିଂ ଅଥରିଟି ନିର୍ମାତାମାନଙ୍କୁ ଏହି ଲାଭ ଜଣେ ଉପଭୋକ୍ତା ପର୍ଯ୍ୟନ୍ତ ପହଁଚାଇବା ପାଇଁ ସରକାରଙ୍କ  ନିର୍ଦ୍ଦେଶ ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government big step towards making life-saving medicines more affordable | Argus News