ଭାରତ ସରକାର ସ୍ୱଚ୍ଛ ଓ ଶୂନ୍ୟ ତ୍ରୁଟି ପରୀକ୍ଷା ବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ-ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ସତ୍ୟର ସୂର୍ଯ୍ୟକୁ କିଛି ସମୟ ପାଇଁ ମିଛର ବାଦଲ ଢାଙ୍କି ଦେଇପାରେ କିନ୍ତୁ ସତ୍ୟର ସର୍ବଦା ବିଜୟ ହୋଇଥାଏ । ନିଟ୍ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ପରେ ସତ୍ୟର ଜିତ୍ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
सत्य के सूर्य को झूठ का बादल कुछ समय के लिए छिपा सकता है, पर सत्य की सदा ही जीत होती है।
— Dharmendra Pradhan (@dpradhanbjp) August 2, 2024
NEET-UG परीक्षा में किसी भी तरह के व्यवस्थागत उल्लंघन न होने और पुनः परीक्षा आयोजित न कराने के माननीय सर्वोच्च न्यायालय के फैसले ने हमारी सरकार के स्टैंड को vindicate किया है। भारत सरकार…
ନିଟ୍-ୟୁଜି ପରୀକ୍ଷାରେ କୌଣସି ବ୍ୟବସ୍ଥାଗତ ଉଲ୍ଲଂଘନ ଓ ପୁନଃ ପରୀକ୍ଷା ନ କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସୂଚାଇ ଦେଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
📱 Get Argus News App
✨ଭାରତ ସରକାର 'ଟେମ୍ପର ମୁକ୍ତ, ସ୍ୱଚ୍ଛ ଏବଂ ଶୂନ୍ୟ ତ୍ରୁଟି ପରୀକ୍ଷା ବ୍ୟବସ୍ଥା' ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଏହାକୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଦେଇଥିବା ସୁପାରିସକୁ ସରକାର ଯଥାଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଟ୍ ୟୁଜି ପରୀକ୍ଷାରେ କୌଣସି ବଡ଼ ଲିକ୍ ହୋଇ ନଥିବା ନିଜ ରାୟରେ ସ୍ପଷ୍ଟ କରିଥିଲେ ସର୍ବୋଚ୍ଚ ଅଦାଲତ ।