Monthly Income Plan / ସରକାରଙ୍କ ଏହି ଯୋଜନା ଖୋଲିଦେବ ଭାଗ୍ୟ, ଜମା କରନ୍ତୁ ମାତ୍ର ୨୧୦ ଟଙ୍କା, ଆଉ ପାଆନ୍ତୁ ମାସକୁ ୫ହଜାର
·5 months ago·3 min read

Key Points
୨୦୧୫-୧୬ରେ ଅଟଳ ପେନସନ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୨ ରେ ଟିକସଦାତା ନିୟମ ଲାଗୁ କରାଯାଇଥିଲା। ଏଥିରେ ଆପଣ ପ୍ରତି ମାସରେ ୫ ହଜାର ଟଙ୍କାର ପେନସନ୍ ପାଇପାରିବେ । ଏଥିରେ ଆପଣଙ୍କୁ ଖୁବ କମ୍ ବିନିଯୋଗ କରିବାକୁ ପଡିବ।
ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ ।
ଚାକିରି ପରେ ସମସ୍ତେ ଅବଶିଷ୍ଟ ଜୀବନ ଆରାମରେ ବିତେଇବାକୁ ଚାହାଁନ୍ତି । ଏଥିପାଇଁ ଟଙ୍କାର ଆବଶ୍ୟକତା ପଡେ । ଏଭଳି ପରିସ୍ଥିତିରେ ପେନସନ୍ ହିଁ ଏକମାତ୍ର ସାହାରା ପାଲଟିଥାଏ । କିନ୍ତୁ କର୍ମମୟ ଜୀବନ ପରେ ସମସ୍ତଙ୍କୁ ପେନସନ୍ ମିଳିନଥାଏ । ପେନସନ୍ ସାହାଯ୍ୟରେ ବୃଦ୍ଧାବସ୍ଥାକୁ ଭଲ ଭାବରେ ବିତାଇ ପାରିବେ । ଅଟଳ ପେନସନ୍ ଯୋଜନା (Atal Pension Yojna) ହେଉଛି ଏକ ଯୋଜନା ଯାହାକି ପେନସନ୍ ଚିନ୍ତା ଦୂର କରିଥାଏ । ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ ପାଇଁ ଅଟଳ ପେନସନ୍ ଯୋଜନା ସବୁଠୁ ଭଲ ।
୨୦୧୫-୧୬ରେ ଅଟଳ ପେନସନ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୨ ରେ ଟିକସଦାତା ନିୟମ ଲାଗୁ କରାଯାଇଥିଲା। ଏଥିରେ ଆପଣ ପ୍ରତି ମାସରେ ୫ ହଜାର ଟଙ୍କାର ପେନସନ୍ ପାଇପାରିବେ । ଏଥିରେ ଆପଣଙ୍କୁ ଖୁବ କମ୍ ବିନିଯୋଗ କରିବାକୁ ପଡିବ।
ସର୍ବନିମ୍ନ ପେନସନ୍: ଅଟଳ ପେନସନ୍ ଯୋଜନାରେ ପ୍ରତିଦିନ ମାତ୍ର ୭ ଟଙ୍କା ବିନିଯୋଗ କରିବାକୁ ହେବ । ଏହି ହିସାବରେ ପ୍ରତି ମାସରେ ମାତ୍ର ୨୧୦ ଟଙ୍କା ବିନିଯୋଗ କଲେ ପ୍ରତି ମାସରେ ୫ ହଜାର ଟଙ୍କା ପେନସନ୍ ମିଳିବ । ଏହାର ଅର୍ଥ ହେଉଛି ପ୍ରତିଦିନ ଆପଣଙ୍କୁ କେବଳ ୭ ଟଙ୍କା ବିନିଯୋଗ କରିବାକୁ ପଡିବ । ଅଟଳ ପେନସନ୍ ଯୋଜନା PFRDA ଦ୍ୱାରା ପରିଚାଳିତ । ଯେହେତୁ ଏହା ଏକ ସରକାରୀ ଯୋଜନା ତେଣୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏହି ଯୋଜନାରେ ସର୍ବନିମ୍ନ ପେନସନ୍ ମୂଲ୍ୟ ୧ ହଜାର ଓ ସର୍ବାଧିକ ୫ ହଜାର ଟଙ୍କା ରହିଛି।
ଏହାସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା: କାଲିଠୁ ୪ଦିନ ସ୍କୁଲ ଛୁଟି
ଏମାନେ କରିପାରିବେ ବିନିଯୋଗ: ୧୮ ରୁ ୪୦ ବର୍ଷ ବୟସର ବ୍ୟକ୍ତି ଏଥିରେ ଟଙ୍କା ବିନିଯୋଗ କରିପାରିବେ । ଏହି ଯୋଜନା ଅଧୀନରେ ଜଣେ ବ୍ୟକ୍ତି ୬୦ ବର୍ଷ ପାର୍ ହେବା ପରେ ମୃତ୍ୟୁ ପର୍ଯ୍ୟନ୍ତ ମାସିକ ୫ ହଜାର ଟଙ୍କାର ପେନସନ୍ ମିଳିବ । କେବଳ ସେତିକି ନୁହେଁ ପେନସନ୍ ପାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତି କିମ୍ବା ପତ୍ନୀ ମଧ୍ୟ ପେନସନ୍ ପାଇବେ ।
କେତେ ବିନିଯୋଗ କରିବାକୁ ପଡିବ: ଅଟଳ ପେନସନ୍ ଯୋଜନା ଅଧୀନରେ ଅବସର ପରେ ମାସିକ ପେନସନ୍ ୧ ହଜାରରୁ ୫ ହଜାର ଟଙ୍କା ମଧ୍ୟରେ ରହିଥାଏ। ଯଦି ଜଣେ ୧୮ ବର୍ଷର ବ୍ୟକ୍ତି ୬୦ ବର୍ଷ ପରେ ୫ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମାସିକ ୨୧୦ ଟଙ୍କା ଜମା କରିବାକୁ ପଡିବ । ସେହିଭଳି ଯଦି ମାସକୁ ୧୦୦୦ ଟଙ୍କାର ପେନସନ୍ ପାଇବାକୁ ଚାହୁଁଛନ୍ତି ତେବେ ମାସକୁ ୪୨ ଟଙ୍କା ଜମା କରିବାକୁ ପଡିବ ।
କେମିତି କରିବେ ଆବେଦନ:
ଆପଣଙ୍କ ବ୍ୟାଙ୍କର ନେଟ୍ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂରେ ଲଗ୍ ଇନ୍ କରନ୍ତୁ ।
“ସାମାଜିକ ସୁରକ୍ଷା ଯୋଜନା” କିମ୍ବା “APY” ବିଭାଗକୁ ଯାଆନ୍ତୁ ।
ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ, ପେନସନ୍ ରାଶି ଚୟନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ।
ପ୍ରକ୍ରିୟା ସମାପ୍ତ ହେବା ପରେ, ପ୍ରତି ମାସରେ ନିର୍ଦ୍ଧାରିତ ପରିମାଣ ଆପଣଙ୍କ ଆକାଉଣ୍ଟରୁ ସ୍ୱୟଂଚାଳିତ ଭାବରେ କାଟି ନିଆଯିବ।
ଅଟଳ ପେନସନ୍ ଯୋଜନା କେବଳ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ନୁହେଁ ବରଂ ଯେଉଁମାନେ ସେମାନଙ୍କ ପତି/ପତ୍ନୀଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ଯୋଗାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଉପଯୋଗୀ। ଏହି ଯୋଜନା ଏକ ଛୋଟ ନିବେଶରୁ ଆରମ୍ଭ ହୁଏ ଏବଂ ଭବିଷ୍ୟତରେ ଏକ ସ୍ଥିର ଆୟର ନିଶ୍ଚିତତା ପ୍ରଦାନ କରେ-ବୃଦ୍ଧାବସ୍ଥାରେ ଆର୍ଥିକ ସ୍ୱାଧୀନତା ସୁନିଶ୍ଚିତ କରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories