Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉଜ୍ଜ୍ୱଳା ରିହାତି ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର

Smruti Parija
Browse all articles by Smruti Parija
·2 years ago
ଉଜ୍ଜ୍ୱଳା ରିହାତି ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ରିହାତି ଆଉ ବର୍ଷେ ବଢ଼ିଲା ।  ୩୦୦ ଟଙ୍କାର ରିହାତି ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।  କ୍ୟାବିନେଟ୍‌ରେ ପାରିତ ହୋଇଥିବା ନେଇ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି । ଏଥିପାଇଁ ସରକାରଙ୍କୁ ୧୨ ହଜାର କୋଟି ଟଙ୍କା ବହନ କରିବାକୁ ପଡ଼ିବ । 
 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt extends ₹300 LPG subsidy for Ujjwala beneficiaries | Argus News