Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୁଜରାଟରେ ବ୍ରିଜ ଭୁଶୁଡ଼ିବା ଘଟଣା: ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ଗୁଜରାଟରେ ବ୍ରିଜ ଭୁଶୁଡ଼ିବା ଘଟଣା: ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କ ମୃତ୍ୟୁ

Key Points

ଗୁଜରାଟରେ ବ୍ରିଜ ଭୁଶୁଡ଼ିବା ଘଟଣା

ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି

୩ ଦିନ ପରେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ଗୁଜରାଟ ଭଦୋଦରାରେ ବ୍ରିଜ ଭୁଶୁଡ଼ିବା ପରେ ଏବେ ବି ଚାଲିଛି ଜୀବନ ଖୋଜା । ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ଜୀବନ ଯାଇଛି । ୩ ଦିନ ପରେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବୁଧୁବାର ସକାଳେ ଗୁଜରାଟ ଭଦୋଦରାରେ ଦୁଇ ଫାଳ ହୋଇଯାଇଥିଲା ୪୫ ବର୍ଷର ପୁରୁଣା ବ୍ରିଜ୍‌।


ମହିସାଗର ନଦୀରେ ଭୁଶୁଡି ପଡ଼ିଥିଲା ଗମ୍ଭୀରା-ମୁଜପୁର ସେତୁର ଏକ ଅଂଶ । ଦୁଇଟି ଟ୍ରକ୍, ଗୋଟିଏ ବୋଲେରୋ SUV ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ସମେତ ଚାରୋଟି ଗାଡ଼ି ସେତୁ ପାର ହେଉଥିବା ବେଳେ ହଠାତ୍ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gujarat-bridge-collapse-17-dead-so-far | Argus News