Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅହମ୍ମଦାବାଦ ଓ ଭଲସାଡରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଂଚଳରେ ପାଣି

National

ଅହମ୍ମଦାବାଦ ଓ ଭଲସାଡରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଂଚଳରେ ପାଣି

Banajyotshna Ray
Browse all articles by Banajyotshna Ray
·1 year ago
ଅହମ୍ମଦାବାଦ ଓ ଭଲସାଡରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଂଚଳରେ ପାଣି

ଅର୍ଗସ ବ୍ୟୁରୋ:  ଲଗାଣବର୍ଷାରେ ଉବୁଟୁବୁ ଗୁଜୁରାଟ । ଅହମ୍ମଦାବାଦ ଓ ଭଲସାଡରେ ପ୍ରବଲ ବର୍ଷା ଯୋଗୁଁ ଅନେକ ଅଂଚଳରେ ପାଣି ଜମି ରହିଛି । ଭଲସାଡରେ ସ୍ଥିତି ସଂଗୀନ । ତଳିଆ ଅଚଳରେ ପାଣି ପଶି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନଡିଆରଏଫ୍ ଟିମ୍ ସହ ଗୁଜରାଟର ଉଦ୍ଧାରକାରୀ ଟିମକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି ।  ଅହମ୍ମଦାବାଦର ରାସ୍ତା  ଉପରେ ପାଣି ଲହଡି ମାରୁଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Gujarat: Severe waterlogging in Ahmedabad due to heavy rainfall | Argus News