Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଗାଣବର୍ଷାରେ ଉବୁଟୁବୁ ଗୁଜରାଟ

Rashmita Mishra
Browse all articles by Rashmita Mishra
·1 year ago
ଲଗାଣବର୍ଷାରେ ଉବୁଟୁବୁ ଗୁଜରାଟ

ଅର୍ଗସ ବ୍ୟୁରୋ:  ଲଗାଣବର୍ଷାରେ ଉବୁଟୁବୁ ଗୁଜରାଟ । ଅହମ୍ମଦାବାଦ ଓ ଭଲସାଡରେ ପ୍ରବଲ ବର୍ଷା ଯୋଗୁଁ ଅନେକ ଅଂଚଳରେ ପାଣି ଜମି ରହିଛି । ଭଲସାଡରେ ସ୍ଥିତି ସଂଗୀନ । ତଳିଆ ଅଚଳରେ ପାଣି ପଶି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନଡିଆରଏଫ୍ ଟିମ୍ ସହ ଗୁଜରାଟର ଉଦ୍ଧାରକାରୀ ଟିମକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି ।  ଅହମ୍ମଦାବାଦର ରାସ୍ତା  ଉପରେ ପାଣି ଲହଡି ମାରୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gujarat will be drowned in torrential rains | Argus News