Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି କିଶତୱାଡ ଜିଲ୍ଲାରେ ଗୁଳି ବିନିମୟ, ୨ ଯବାନ ସହିଦ

National

ପୁଣି କିଶତୱାଡ ଜିଲ୍ଲାରେ ଗୁଳି ବିନିମୟ, ୨ ଯବାନ ସହିଦ

Banajyotshna Ray
Browse all articles by Banajyotshna Ray
·1 year ago
ପୁଣି କିଶତୱାଡ ଜିଲ୍ଲାରେ ଗୁଳି ବିନିମୟ, ୨ ଯବାନ ସହିଦ

ଅର୍ଗସ ବ୍ୟୁରୋ:  ନିକଟରେ ଅନନ୍ତନାଗରେ ହୋଇଥିବା ଆକ୍ରମଣ ପରେ ଜମ୍ମୁ ଡିଭିଜନର କିଶତୱାଡରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆଜି ସକାଳଠାରୁ ପୁଣି କିଶତୱାଡ ଜିଲ୍ଲାରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସେନା ଆତଙ୍କବାଦୀଙ୍କୁ ଘେରି ରହିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାରା କମାଣ୍ଡୋ ସମେତ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି। ତେବେ ଦୁର୍ଭାଗ୍ୟବଶତଃ ଏହି ଅପରେସନରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ ହୋଇଛନ୍ତି।ଆତଙ୍କବାଦୀମାନେ ଯେପରି ଖସି ନଯାଆନ୍ତି ସେଥିପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gunfight erupts between security forces & terrorists in J&K’s Kishtwar | Argus News