Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନିଉଜିଲାଣ୍ଡରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ, ଶିରିଡ଼ି ସାଇବାବା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ପାଳିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିଉଜିଲାଣ୍ଡରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ, ଶିରିଡ଼ି ସାଇବାବା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ପାଳିତ

ଅର୍ଗସ ବ୍ୟୁରୋ: ନିଉଜିଲାଣ୍ଡର ଅକଲାଣ୍ଡ ସହରରେ ଶିରିଡ଼ି ସାଇବାବା ମନ୍ଦିରର ୧୦ତମ ପ୍ରତିଷ୍ଠା ଉତ୍ସବ ମହାସମୋରୋହର ପାଳିତ ହୋଇଯାଇଛି । ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଠିକ୍‍ ଦଶ ବର୍ଷ ତେଳ ଗୁରୁଜୀ ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥେିଲ । ଏହା
ମଧ୍ୟରେ ମନ୍ଦିରର ବହୁ ଅଗ୍ରଗତି ଘଟିଛି । ଗୁରୁଜୀ ପହଞ୍ଚିବା ପରେ ସ୍ଥାନୀୟ ମାଉରି ପରମ୍ପରୋର ତାଙ୍କର ସ୍ୱାଗତ କରାଯାଇଥିଲା । ଏହି ଅବସରରେ ନିଉଜିଲାଣ୍ଡର ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ଗୁରୁଜୀ ୩ ଲକ୍ଷ ନିଉଜିଲାଣ୍ଡ ଡଲାର ମୂଲ୍ୟର ଏକ ଆମ୍ବୁଲାନ୍ସ ସେଣ୍ଟ ଜୋନ୍ସ ହସ୍ପିଟାଲକୁ ପ୍ରଦାନ କରିଥେିଲ । ଏହି ଉତ୍ସବରେ
ବତ୍ତର୍ମାନର ସାଂସଦ, ପ୍ରାକ୍ତନ ସାଂସଦଙ୍କ ସେମତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ସ୍ଥାନୀୟ ନେତୃବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥଇଲେ । ଗୁରୁଜୀ ତାଙ୍କ ଉଦବୋଧନରେ ଏହିପରି ସେବା କାର୍ଯ୍ୟ ମହତ୍ତ୍ୱ ଉପରେ ଗୁରୁତ୍ୱୋରାପ କରିଥିଲେ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Guruji Dr. Chandra Bhanu Satpathy in New Zealand | Argus News