Videos
|
National

ଜଣାଶୁଣା ମଡେଲ୍ ଶୀତଲଙ୍କୁ ଗଳାକାଟି ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago
ଜଣାଶୁଣା ମଡେଲ୍ ଶୀତଲଙ୍କୁ ଗଳାକାଟି ହତ୍ୟା

Key Points

ହରିଆଣାର ଜଣାଶୁଣା ମଡେଲ୍ ଶୀତଲଙ୍କୁ ହତ୍ୟା । ତାଙ୍କୁ ଗଳାକାଟି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକ କେନାଲ ନିକଟରୁ ତାଙ୍କର ମୃତଦେହ ଠାବ କରାଯାଇଛି । ଶୀତଲ୍ ହରିଆଣାରେ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ । ହତ୍ୟାର କାରଣ ଜଣାପଡିନାହଁ ।

ହରିଆଣାର ଜଣାଶୁଣା ମଡେଲ୍ ଶୀତଲଙ୍କୁ ହତ୍ୟା । ତାଙ୍କୁ ଗଳାକାଟି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକ କେନାଲ ନିକଟରୁ ତାଙ୍କର ମୃତଦେହ ଠାବ କରାଯାଇଛି । ଶୀତଲ୍ ହରିଆଣାରେ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ । ହତ୍ୟାର କାରଣ ଜଣାପଡିନାହିଁ ।


ଦୁଇ ଦିନ ତଳେ ଶୀତଳ ତାଙ୍କ ଭଉଣୀଙ୍କ ସହ ସୁଟିଂ ପାଇଁ ଯାଇଥିଲେ । ତାଙ୍କ ଭଉଣୀ ଫେରି ଆସିଥିଲେ ମଧ୍ୟ ଶୀତଳ ଘରକୁ ଆସି ନଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hariyana's Famous model sital murdered | Argus News