Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା

National

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା

Ritu Das
Browse all articles by Ritu Das
·2 years ago
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା

ଅର୍ଗସ ବ୍ୟୁରୋ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ। ହରିୟାଣାରେ ନୂଆ ସରକାର ଗଠନ ହେବା ସମ୍ଭାବନା। ମନୋହର ଲାଲଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।

 ହରିୟାଣାରେ ଭାଙ୍ଗିଲା BJP-JJP ମେଣ୍ଟ। କିଛି ସମୟ ମଧ୍ୟରେ ବିଜେପି ଦଳର ବଡ଼ ବେୈଠକ ବସିବ। ସ୍ବାଧୀନ ବୈଠକଙ୍କ ସହ ଆଲୋଚନା କରିବାକୁ ଡାକିଲେ ମନୋହର।  

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Haryana Chief Minister | Argus News