Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ଆରମ୍ଭ ହରିୟାଣା ବିଭାନସଭା ନିର୍ବାଚନ

National

ଆଜିଠୁ ଆରମ୍ଭ ହରିୟାଣା ବିଭାନସଭା ନିର୍ବାଚନ

Manini Pattanayak
Browse all articles by Manini Pattanayak
·1 year ago
ଆଜିଠୁ ଆରମ୍ଭ ହରିୟାଣା ବିଭାନସଭା ନିର୍ବାଚନ

ନୂଆଦିଲ୍ଲୀ:  ଆଜିଠୁ ଆରମ୍ଭ ହୋଇଛି ହରିୟାଣା ବିଭାନସଭା ନିର୍ବାଚନ। 1031 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 2 କୋଟି ଭୋଟର୍। ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ 20 ହଜାର 636 ବୁଥରେ ଭୋଟିଂର ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Haryana Election Voting 2024 Live Updates: Polling begins | Argus News