Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଧ୍ୟପ୍ରଦେଶର ଭୋଜଶାଳା ମନ୍ଦିରରେ ASI ସର୍ଭେ କରିବାର ଅନୁମତି ଦେଇଛନ୍ତି ହାଇକୋର୍ଟ

National

ମଧ୍ୟପ୍ରଦେଶର ଭୋଜଶାଳା ମନ୍ଦିରରେ ASI ସର୍ଭେ କରିବାର ଅନୁମତି ଦେଇଛନ୍ତି ହାଇକୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago
ମଧ୍ୟପ୍ରଦେଶର ଭୋଜଶାଳା ମନ୍ଦିରରେ ASI ସର୍ଭେ କରିବାର ଅନୁମତି ଦେଇଛନ୍ତି ହାଇକୋର୍ଟ

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ର ବିବାଦିତ ଭୋଜଶାଳା ମନ୍ଦିର - କମାଲ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷର ବଡ ବିଜୟ। ମଧ୍ୟପ୍ରଦେଶ ହାଇକୋର୍ଟ ଏଠାରେ ASI ସର୍ଭେ କରିବାର ଅନୁମତି ଦେଇଛନ୍ତି। ଏଠାରେ ହିନ୍ଦୁମାନେ ଭୋଜଶାଲାଙ୍କୁ 'ଭାଗଦେବୀ'କୁ ଉତ୍ସର୍ଗୀକୃତ ମନ୍ଦିର ବୋଲି ବିବେଚନା କରୁଥିବାବେଳେ ମୁସଲମାନମାନେ ଏହାକୁ କମଲ  ମସଜିଦ ବୋଲି ଦାବି କରିଆସୁଛନ୍ତି। ତେବେ ଏହାକୁ ନେଇ ହିନ୍ଦୁ ପକ୍ଷ ତରଫରୁ ହାଇକୋର୍ଟରେ ୪ଟି ପିଟିସନ ଦାଏର କରାଜାଇଥିଲା। ୨୦୨୨ ରେ ଦାଏର କରାଯାଇଥିବା ପିଟିସନ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚର ଆଦେଶ ପରେ ଏହି ପଦକ୍ଷେପ ନିଆଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
HC allows ASI survey of Madhya Pradesh's disputed Bhojshala complex | Argus News