ଲାଓସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ
·1 year ago

ନୂଆଦିଲ୍ଲୀ: ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତମ ଆସିଆନ ସମିଟ ସହ ଇଷ୍ଟ ଏସିଆ ସମିଟରେ ସାମିଲ ହେବେ । ସମ୍ମିଳନୀରେ ସାମିଲ ହେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ଲାଓସ ପ୍ରଧାନମନ୍ତ୍ରୀ ସୋନେକ୍ସାୟ ସିମ୍ଫାନଡନ । ଆଜି ଲାଓସ ପିଏମଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଚଳିତବର୍ଷ ଆସିଆନ ସମିଟିର ଅଧ୍ୟକ୍ଷତା କରୁଛି ଲାଓସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଜୁଲାଇରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲାଓସ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଲାଓସ ର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
