|
logo
Live

Argus News - ଗର୍ଭସ୍ଥ ଶିଶୁକୁ ହେଉଛି ମୋତିଆବିନ୍ଦୁ ! 

National

ଗର୍ଭସ୍ଥ ଶିଶୁକୁ ହେଉଛି ମୋତିଆବିନ୍ଦୁ ! 

Manini Pattanayak
Browse all articles by Manini Pattanayak
·1 year ago
ଗର୍ଭସ୍ଥ ଶିଶୁକୁ ହେଉଛି ମୋତିଆବିନ୍ଦୁ ! 

ନୂଆଦିଲ୍ଲୀ:  ମୋତିଆବିନ୍ଦୁ  ପ୍ରାୟତଃ  ବୟସ୍କ ବ୍ୟକ୍ତିଙ୍କୁ ହୋଇଥାଏ। କିନ୍ତୁ ଏହା ଏବେ ପିଲାମାନଙ୍କୁ ହେଉଛି । ସେ ପୁଣି ଗର୍ଭରେ ଥିବା ଶିଶୁଙ୍କୁ।  ଡେରାଡୁନ ରେ କିଛି ଏମିତି ମାମଲା ସାମ୍ନାକୁ ଆସିଛି।  ଯେଉଁଠି ଗର୍ଭରେ ଥିବା  ଶିଶୁକୁ ମୋତିଆବିନ୍ଦୁ ହୋଇଥିବାର ଦେଖିବାକୁ ମିଳିଛି।

 ସାଧାରଣତଃ  ଗର୍ଭବତୀ ମହିଳା  ଯେତେବେଳେ କିଛି ବି ସାମାନ୍ୟ ରୋଗରେ ପୀଡିତ ଥାନ୍ତି  ସେହିସମୟରେ  ଡାକ୍ତରଙ୍କୁ  ନ ଦେଖାଇ  ମେଡିସିଡ଼୍ ଖାଇଦେଇଥାନ୍ତି।  ଏପରି ପରିସ୍ଥିତିରେ,  ଔଷଧ ଏତେ ବିପଜ୍ଜନକ ପ୍ରମାଣିତ ହୋଇଥାଏ ଯେ ପେଟରେ ଥିବା  ପିଲାଙ୍କଠି  ମୋତିଆବିନ୍ଦୁ ସୃଷ୍ଟି କରିଥାଏ।  ଯାହା ପିଲା ବଡ ହେବା ପରେ ଚିହ୍ନଟ  ହୋଇଥାଏ।  ତେବେ ବିଶେଷକରି ଗଭବତୀ ମହିଳା ଏଥିପ୍ରତି ଧ୍ୟାନ ଦେବା ଦରକାର.. 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗର୍ଭସ୍ଥ ଶିଶୁକୁ ହେଉଛି ମୋତିଆବିନ୍ଦୁ !  | Argus News