ଡାଲଚିନିରୁ ମିଳିଥାଏ ଅନେକ ଉପକାର, ଜାଣିଲେ ହେବେ ଆଶ୍ଚର୍ଯ୍ୟ
·2 years ago

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି.. କିଚେନ୍ ରେ ଯେଉଁ ମସଲା ବ୍ୟବହାର କରୁଛନ୍ତି ସେଥିରୁ କିଛି ମସଲା ଅନେକ ରୋଗର ରାମବାଣ ସଦୃଶ୍ୟ ବୋଲି..! ରୋଷଇ ଘରେ ବ୍ୟବହାର ହେଉଥିବା ମସଲା ଔଷଧିୟ ଗୁଣରେ ଭରପୁର। ଏହି ମସଲା ମାନଙ୍କ ମଧ୍ୟରେ ଡାଲଚିନି ଅନ୍ୟତମ।
ଅନେକ ରୋଗରୁ ଉପସମ ମିଳିବା ପାଇଁ ଏହା ବ୍ୟବହାର କରାଯାଇଥାଏ। ନମ୍ବର ୧, ଏହାର ବ୍ୟବହାର କରିବା ଦ୍ୱାରା ଶରୀର ଦରଜ ରୁ ଆରାମ ମିଳିଥା। ନମ୍ବର ୨ ଆଣ୍ଠୁଗଣ୍ଠି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ଡାଲଚିନି। ନମ୍ବର ୩ ବ୍ଲଡ ସର୍କୁଲେଶନ ଏବଂ ବ୍ଲଡ ଫ୍ଲୋରରେ ସୁଧାର ଆଣିଥାଏ। ଏଥିସହିତ ମେଟାବାଲିଜମକୁ ମଧ୍ୟ ବୁଷ୍ଟ କରିଥାଏ। ଖାଲିସେତିକି ନୁହେଁ ଡାଲଚିନି ସେବନ ଦ୍ୱାରା ହଜମ ଶକ୍ତି ମଧ୍ୟ ବଢିଥାଏ। ତେଣୁ ନିଜ ରୋଷଇ ଘରେ ଥିବା ମସଲାକୁ ସଦଉପଯୋଗ କରନ୍ତୁ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
