ଅବିଶ୍ରାନ୍ତ ବର୍ଷାରେ ବେହାଲ୍ ରାଜଧାନୀ ଦିଲ୍ଲୀ
·1 year ago

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷାରେ ବେହାଲ୍ ରାଜଧାନୀ ଦିଲ୍ଲୀ । ସବୁଠି ପାଣି ହିଁ ପାଣି । ଅସ୍ତବ୍ୟସ୍ତ ଜନଜୀବନ । ଘରେ ପଶିଲା ପାଣି, ଜଳବନ୍ଦୀ ଜୀବନ ।
ଶାନ୍ତିପଥ, ରିଙ୍ଗ ରୋଡ୍, ଭିକାଜୀ କାମା ପ୍ଲେସ୍, ନୋରୋଜୀ ନଗରରେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି । ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ବିଭିନ୍ନ ସ୍ଥାନରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ଆସନ୍ତା ଦୁଇ ଘଣ୍ଟା ଦିଲ୍ଲୀ ଓ ଏନସିଆରରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: