Videos
|
National

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

Rashmita Mishra
Browse all articles by Rashmita Mishra
·11 months ago
ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

Key Points

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

ଲଗାଣ ବର୍ଷାରେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି

ପାଣି ଜମି ରହିବା ଯୋଗୁଁ ସୃଷ୍ଟି ହୋଇଛି ଟ୍ରାଫିକ ସମସ୍ୟା

ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସି ରହିଛନ୍ତି ଲୋକେ

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଲଗାଣ ବର୍ଷା ଯୋଗୁଁ ଗାଜିଆବାଦ ଏବଂ ଗୁରୁଗ୍ରାମ ସମେତ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ପାଣି ଜମି ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସି ରହିଛନ୍ତି ଲୋକେ। ପାଣିରେ ଗାଡି ଗୁଡିକ ଭାସୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ପ୍ରବଳ ବର୍ଷା ନେଇ ଦିଲ୍ଲୀ , ନୋଏଡା ଏବଂ ଗୁରୁଗ୍ରାମ ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି IMD। ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Heavy Rainfall Brings Delhi to a Standstill | Argus News | Argus News