Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ-ଏନସିଆର

Rashmita Mishra
Browse all articles by Rashmita Mishra
·11 months ago·1 min read
ପୁଣି ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ-ଏନସିଆର

Key Points

ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ସକାଳୁ ସକାଳୁ ଭାରି ବର୍ଷା
ନୋଏଡ଼ା, ଗୁରୁଗ୍ରାମ ଅଞ୍ଚଳରେ ବି ତୁହାକୁ ତୁହା ବର୍ଷା
ବର୍ଷା ଯୋଗୁଁ ସହରର ବିଭିନ୍ନ ଗଳିକନ୍ଦିରେ ଜମିଲା ପାଣି

ପୁଣି ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ-ଏନସିଆରରେ । ବିଳମ୍ବିତ ରାତିରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ପାଣି ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରରେ ହାଲୁକା ବର୍ଷା ହେବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅଗଷ୍ଟ ୧୪ ରୁ ୧୭ ମଧ୍ୟରେ ମଧ୍ୟମଧରଣ ବର୍ଷା ସମ୍ଭାବନା ରହିଛି। ଇଣ୍ଡିଆ ଗେଟ୍, ଅକ୍ଷରଧାମ, ରଫି ମାର୍ଗ, ନିଜାମୁଦ୍ଦିନ, ମିଣ୍ଟୋ ରୋଡ୍, ଆଇଟିଓ ଏବଂ ନୋଏଡା ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଗରମ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ମିଳିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy Rains Batter Delhi-NCR Again, Causing Disruption | Argus News | Argus News