Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

Jyoti Prakash Mallick
Browse all articles by Jyoti Prakash Mallick
·1 year ago
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

Key Points

ହେଲିକପ୍ଟରର ପଛଭାଗ ଭାଙ୍ଗିଗଲା

କେଦାରନାଥରେ ହେଲିକପ୍ଟର ଦୁଘଟଣାଗ୍ରସ୍ତ। ଶନିବାର ସକାଳୁ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଡାକ୍ତରଙ୍କ ସେମତ ତିନିଜଣ ରହୁଥିଲେ।


ଏହା ଏକ ଜୁରୁରୀକାଳୀନ ହେଲିକପ୍ଟର ଯାହା ରୋଗୀଙ୍କୁ କେଦାରନାଥରୁ ଋଷିକୁଲ୍ୟାର ଏମ୍ସକୁ ନେଇ ଯାଉଥିଲା। ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରର ପଛ ଭାଗ ଭାଙ୍ଗିଯିବାରୁ ଦୁର୍ଘଟଣାଗସ୍ତ ହୋଇଥିଲା। ତେବେ ଏଥିରେ କାହାର ମୃତ୍ୟୁ ହୋଇନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ- ୨୦୨୩ ଏପ୍ରିଲରେ ହଳଇକପ୍ଟର ଦୁର୍ଘଟଣା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲିକପ୍ଟରର ପଛରେ ଲାଗିଥିବା ପଙ୍ଖା ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟ ହୋଇଥିଲା। ସେହିଭଳି ୨୦୨୨ ରେ କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Sponsored
Helicopter crashes in Kedarnath | Argus News