Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଆରମ୍ଭ ହେବ  ହକି ଇଣ୍ଡିଅ ଲିଗ୍  

Manini Pattanayak
Browse all articles by Manini Pattanayak
·1 year ago
ପୁଣି ଆରମ୍ଭ ହେବ  ହକି ଇଣ୍ଡିଅ ଲିଗ୍  

ଭୁବନେଶ୍ୱର/ନୂଆଦିଲ୍ଲୀ:  ପୁଣି ଆରମ୍ଭ ହେବ ହକି ଇଣ୍ଡିଅ ଲିଗ୍ ।  ଡିସେମ୍ବର 28 ରୁ ଫେବୃଆରୀ 5 ତାରିଖ ଯାଏ ରାଉରକେଲା ଏବଂ ରାଞ୍ଚିରେ ମ୍ୟାଚ ଖେଳାଯିବ । ରାଉରକେଲାରେ ପୁରୁଷ ହକି ଲିଗ୍ ଓ ଝାଡଖଣ୍ଡର ରାଞ୍ଚିରେ ମହିଳା ହକି ଲିଗ ହେବ । ଏଥିପାଇଁ ଅକ୍ଟୋବର ୧୩ରୁ ତିନି ଦିନ ଧରି ନୂଆଦିଲ୍ଲୀରେ ନିଲାମ କରାଯିବ ।

ହକି ଇଣ୍ଡିଆ ଲିଗରେ ପୁରୁଷ ବିଭାଗରେ ୮ଟି ଟିମ୍ ଓ ମହିଳା ବିଭାଗରେ ୬ଟି ଟିମ୍ ଅଂଶଗ୍ରହଣ କରିବେ । ହକି ଇଣ୍ଡିଆ ଲିଗ୍ ୨୦୧୭ରେ ଶେଷ ଥର ପାଇଁ ଆୟୋଜନ ହୋଇଥିଲା । ଏଥିରେ ଓଡିଶା ପକ୍ଷରୁ କଳିଙ୍ଗ ଲାନସର ପ୍ରତିନିଧିତ୍ବ କରିବା ସହ ଟାଇଟଲ ଜିତିଥିଲା । 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hockey India League set to return after long gap of seven years | Argus News