Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆଜିଠୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଅର୍ଗସ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଦୀର୍ଘ 7ବର୍ଷ ପରେ ନୂଆ ରୁପରେ ଫେରିଛି ହକି ଇଣ୍ଡିଆ ଲିଗ୍ । 8ଟି ଦଳକୁ ନେଇ ପୁରୁଷ ଲିଗ ଆସନ୍ତା କାଲି ଠାରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ଗୋନାଶିକା ଏବଂ ଦିଲ୍ଲୀ ଏସଜି ପିପର୍ସ ମଧ୍ୟରେ ଖେଳାଯିବ । ଉଦଘାଟନୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ଯୋଜନା ରହିଥିଲା ।


କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁ ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ତେଣୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡ଼ିଛି । ଅନ୍ୟପର୍ଟ ଆସନ୍ତା ଜାନୁଆରୀ 12 ତାରିଖରୁ ମହିଳା ହକି ଲିଗ୍ ଅନୁଷ୍ଟିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hockey India League will start from today | Argus News