ବିଜେପି ସମସ୍ତ ବର୍ଗର ଜନଜାତିଙ୍କୁ ସମର୍ଥନ କରେ
·2 years ago·1 min read

ଅର୍ଗସ ବ୍ୟୁରୋ : ବିଜେପି ସମସ୍ତ ବର୍ଗର ଜନଜାତିଙ୍କୁ ସମର୍ଥନ କରେ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । ତାଙ୍କର ସେହି ନକଲ ଭିଡିଓ ପ୍ରଚାର ପାଇଁ ସେ କଂଗ୍ରସେ କୁ ଦାୟୀ କରିଥିଲେ । ୪୦୦ ଆସନ ଅତିକ୍ରମ କରିବା ପରେ ବିଜେପି ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ଭୁଲ୍ ତଥ୍ୟ ପ୍ରଚାର କରୁଛି। ଏହି ଅଭିଯୋଗ ଅମୂକ ଓ ଭିତ୍ତିହୀନ। ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ ବୋଲି ଶାହ କହିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର
ସଂରକ୍ଷଣକୁ ହଟାଇଦେବେ ବୋଲି ନକଲି ଭିଡିଓ ଭାଇରାଲ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ଆଜି କଂଗ୍ରେସ ଉପରେ ବର୍ଷି ଥିଲେ । ଆସାମର ଗୁଆହାଟୀରୁ କଂଗ୍ରେସ କର୍ମୀ ରିତାମ ସିଂଙ୍କୁ ଗତକାଲି ଗୃହମନ୍ତ୍ରୀଙ୍କର ନକଲି ଭିଡିଓ ତିଆରି ଏବଂ ସେୟାର କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଆଜି ଗୁଜୁରାଟରୁ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: