Videos
|
National

ଆତଙ୍କବାଦ ବିରୋଧରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବଡ ପଦକ୍ଷେପ

Ritu Das
Browse all articles by Ritu Das
·1 year ago
ଆତଙ୍କବାଦ ବିରୋଧରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବଡ ପଦକ୍ଷେପ

ଅର୍ଗସ ବ୍ୟୁରୋ: ଆତଙ୍କବାଦ ବିରୋଧରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବଡ ପଦକ୍ଷେପ। ଆତଙ୍କବାଦ  ମୁକାବିଲା ଦିଗରେ ଟେକନୋଲୋଜିର ବ୍ୟବହାରକୁ ନେଇ 'Anti-Terror Conference-2024 ରେ କହିଛନ୍ତି ଶାହା। ଆତଙ୍କବାଦୀଙ୍କ ମୁକାବିଲା କରିବା ପାଇଁ ସୁରକ୍ଷାବଳକୁ ଟେକନୋଲୋଜି ବଳ ଦେବ। 

ଆକ୍ରମଣ ପୂର୍ବରୁ ଏହି ଟେକନୋଲୋଜି ଦ୍ବାରା ସେମାନଙ୍କ ପ୍ଳାନକୁ ଜାଣିହେବ । ଯଦି ଆମକୁ ଆତଙ୍କବାଦର ସଠିକ୍ ମୁକାବିଲା କରିବାର ଅଛି ତେବେ ଆମର ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହିତ ସଜାଇବାକୁ ପଡିବ ଏବଂ  ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି ଅମିତ୍ ଶାହା। ଆତଙ୍କବାଦୀ ଏବଂ ଆତଙ୍କବାଦ ଇକୋସିଷ୍ଟମ୍ ଏଜେନ୍ସିଗୁଡ଼ିକ ସୂଚନା ପ୍ରଦାନ ଠାରୁ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Home Minister | Argus News