Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ସଂସଦରେ 2ଟି ବଡ଼ ବିଲ୍ ଉପରେ ବିବୃତ୍ତି ରଖିବେ ଶାହ

Smruti Parija
Browse all articles by Smruti Parija
·2 years ago
ଆଜି ସଂସଦରେ 2ଟି ବଡ଼ ବିଲ୍ ଉପରେ ବିବୃତ୍ତି ରଖିବେ ଶାହ

ଅର୍ଗସ ବ୍ୟୁରୋ:  ଆଜି ସଂସଦରେ 2ଟି ବଡ଼ ବିଲ୍ ଉପରେ ହେବ ଆଲୋଚନା । ଜାମ୍ମୁ-କାଶ୍ମୀର ସଂରକ୍ଷଣ ବିଲ୍-2023 ଏବଂ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌-2023 ଉପରେ ଲୋକସଭାରେ ବଡ଼ ବିବୃତି ରଖିବେ ଗୃହମନ୍ତ୍ରୀ । ଜାମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଧେୟକ 2023କୁ ଗତ ଜୁଲାଇ 26 ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । 

ଏହା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଅଧିନିୟମ 2004ର ସଂଶୋଧନ କରୁଛି । ଏହି ଅଧିନିୟମ ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସାମାଜିକ ଓ ଶୈକ୍ଷିକ ଭାବେ ପଛୁଆ ବର୍ଗର ଲୋକଙ୍କୁ ଚାକିରି ଓ ବ୍ୟାବସାୟିକ ସଂସ୍ଥାରେ ଭର୍ତ୍ତି ହେବା ପାଇଁ ସଂରକ୍ଷଣ ପ୍ରଦାନ କରେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Home Minister to make major statement in Lok Sabha on Jammu-Kashmir Reservation Bill-2023 and Jammu-Kashmir Reorganization Bill-2023 | Argus News