Videos
|
National

ମହୁମାଛି ବି ଏମିତି ଜୀବନ ନିଏ

Arpita Mohanty
Browse all articles by Arpita Mohanty
·1 year ago·1 min read
ମହୁମାଛି ବି ଏମିତି ଜୀବନ ନିଏ

Key Points

ମହୁମାଛି ବି ମାରିଦିଏ

କେମିତି ମାରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ


ଓଡ଼ିଆରେ ଗୋଟେ ଢଗ ଅଛି ଛୋଟ ସାପର ବେଶୀ ବିଷ । ଆମେ ଏହା ପିଲାବେଳୁ ଶୁଣିଆସିଛେ। ମଣିଷ ହୁଅନ୍ତୁ କି କୌଣସି ଜୀବଜନ୍ତୁ , ସେମାନଙ୍କ ଉଚ୍ଚତା ଏବଂ ଆକାରରେ ଛୋଟ ହୋଇଥିବେ କିନ୍ତୁ ତାଙ୍କର ପ୍ରଭାବ ବହୁତ ଅଧିକ ଥିବ ସେତେବେଳେ ଆମେ ଏହି ଢଗ ବ୍ୟବହାର କରିଥାଉ। କିନ୍ତୁ ଗତ କିଛି ଦିନ ତଳେ ଏମିତି ଏକ ଘଟଣା ଘଟିଗଲା ଯାହା ଏହି ଢଗକୁ ସମ୍ପୂର୍ଣ୍ଣ ସତ ବୋଲି ପ୍ରମାଣ କରିଦେଲା । ତାହା ଆଉ କିଛି ନୁହେଁ ବରଂ ବଲିଉଡ ଅଭିନେତ୍ରୀ କରୀସ୍ମା କପୂରଙ୍କ ଏକ୍ସ ହଜବ୍ୟାଣ୍ଡ ସଞ୍ଜୟ କପୁରଙ୍କ ଆକସ୍ମିକ ମୃତ୍ୟୁ। ତାଙ୍କ ମୃତ୍ୟୁର କାରଣ ହାର୍ଟ ଆଟାର୍କ ବୋଲି କୁହାଗଲା କିନ୍ତୁ ହାର୍ଟ ଆଟାର୍କର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକ ମହୁମାଛି। ହଁ ଆଜ୍ଞା ଆଜିପର୍ଯ୍ୟନ୍ତ ଆମେ ଯେଉଁ ମହୁମାଛିକୁ ଅତି ସାଧାରଣ ବୋଲି ଭାବୁଥିଲେ ତାହା ବାସ୍ତବରେ କେତେ ମାରାତ୍ମକ ତାହା ଆଜି ଆପଣ ଜାଣିବେ।



ରିପୋର୍ଟ ଅନୁଯାୟୀ ସଞ୍ଜୟ ପୋଲୋ ଖେଳୁଥିବା ସମୟରେ ଅଜାଣତରେ ଗୋଟିଏ ମହୁମାଛି ଗିଳି ଦେଇଥିଲେ ଏବଂ ସେହି କାରଣରୁ ହାର୍ଟ ଆର୍ଟାକ ହୋଇଗଲା । କିନ୍ତୁ ବାସ୍ତବରେ ତାଙ୍କ ସହିତ ସେଦିନ କଣ ହୋଇଥିଲା ? ମହୁମାଛି ସହିତ ହାର୍ଟ ଆର୍ଟାକର କଣ ସାମଞ୍ଜସ୍ୟ ରହିଛି ? କଣ ମହୁମାଛି ଏତେ ମାରାତ୍ମକ କି ଜଣଙ୍କର ଜୀବନ ନେଇଯିବ ? ସଞ୍ଜୟ କପୂରଙ୍କ ମୃତ୍ୟୁ କିପରି ହେଲା ? ଆପଣଙ୍କ ମନରେ ବି ଏହିଭଳି ଅନେକ ପ୍ରଶ୍ନ ଆସିଥିବ। ତେଣୁ ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଦିଆଯାଇଥିବା ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: